ରଥଯାତ୍ରାରେ ଖୋଲାରହିବ ପ୍ରଧାନ ଡାକଘର

Advertisment
ରଥଯାତ୍ରାରେ ଖୋଲାରହିବ ପ୍ରଧାନ ଡାକଘର

Worldorgs.com

ଭୁବନେଶ୍ବର : ପବିତ୍ର ରଥଯାତ୍ରା ଅବସରରେ ଓଡ଼ିଶା ଡାକ ପରିମଣ୍ଡଳର ସମସ୍ତ ପ୍ରଧାନ ଡାକଘରଗୁଡ଼ିକରେ ଏକ ସ୍ବତନ୍ତ୍ର ରଦ୍ଦକରଣ ମୋହର ଉନ୍ମୋଚନ ପାଇଁ ନିଷ୍ପତ୍ତି ନିଆଯାଇଛି। ଏହି ଅବସରରେ ସମସ୍ତ ପ୍ରଧାନ ଡାକ ଘରେ ରେଜିଷ୍ଟ୍ରି ପୋଷ୍ଟ/ସ୍ପିଡ୍‌ ପୋଷ୍ଟ ଡାକ ବୁକିଙ୍ଗ୍‌ କରିବା ଲାଗି ପୂର୍ବାହ୍ନ ୧୦ଟାରୁ ଅପରାହ୍ଣ ୧ଟା ପର୍ଯ୍ୟନ୍ତ ଖୋଲା ରହିବ ଏବଂ ‘ସ୍ବତନ୍ତ୍ର ରଦ୍ଦକରଣ ମୋହର’ ଏହି ଡାକଘରଗୁଡ଼ିକରେ ଉପଲବ୍ଧ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe