ସ୍କୁଲ ଆସିଥିବା ନାବାଳିକା ନିଖୋଜ

ସ୍କୁଲ ଆସିଥିବା ନାବାଳିକା ନିଖୋଜ

Medical Dialogues

ସମ୍ବଲପୁର : ଅଇଁଠାପାଲି ଥାନା ଅଞ୍ଚଳର ଜଣେ ନାବାଳିକା(୧୫) ଗୁରୁବାର ନିଖୋଜ ହୋଇଯାଇଛନ୍ତି। ନାବାଳିକା ଜଣକ ଗୁରୁବାର ସକାଳେ ସ୍କୁଲ୍‌ ଆସିଥିଲେ, କିନ୍ତୁ ଆଉ ଘରକୁ ଫେରି ନଥିଲେ। ତାଙ୍କ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ନ ପାଇବାରୁ ଗୁରୁବାର ନାବାଳିକାଙ୍କ ପରିବାର ଲୋକେ ଅଇଁଠାପାଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe