ଡିବିରି ନିଆଁରେ ପୋଡ଼ି ବୃଦ୍ଧା ମୃତ

Advertisment
ଟ୍ରାକ୍ଟର ଓଲଟି ଶ୍ରମିକ ମୃତ

123rf.com

କୁଆରମୁଣ୍ତା: କୁଆରମୁଣ୍ଡା ଫାଣ୍ତି ଅଧୀନ ବାର୍ତାଗୁଟୁ ଗ୍ରାମର ବିସୁର୍ ଗୌଡଙ୍କ ପତ୍ନୀ ଶୁକମଣି(୬୦) ଗତ ଶନିବାର ଦିନ ରାତିରେ ଡିବିରି ନିଆଁରେ ପୋଡ଼ି ହୋଇ ଗୁରୁତର ହୋଇଥିଲେ। ତାଙ୍କୁ ଚିକିତ୍ସା ନିମନ୍ତେ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ସୋମବାର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।

ଏ ନେଇ କୁଆରମୁଣ୍ତା ଫାଣ୍ତିରେ ଏକ ଅପମୃତ୍ୟୁ ମାମଲା(୧୮/୨୨) ରୁଜୁ କରାଯାଇଛି। ଶବ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବା ପୁଲିସ ସୂଚନା ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe