ସାଂସ୍କୃତିକ ଦଳର ଚୟନ ପ୍ରକ୍ରିୟା ଆରମ୍ଭ

Advertisment
ସାଂସ୍କୃତିକ ଦଳର ଚୟନ ପ୍ରକ୍ରିୟା ଆରମ୍ଭ

ବଲାଙ୍ଗୀର: ବଲାଙ୍ଗୀର  କୋଶଳ କଳାମଣ୍ଡଳ ପଡ଼ିଆସ୍ଥିତ ଜିଲ୍ଲା ପାଠାଗାରଠାରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ରାଜ୍ୟ ତଥା ରାଜ୍ୟ ବାହାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ପାଇଁ ସିଟିଏମ୍‌ଏସ୍‌ (କଲଚରଲାଲ ଟ୍ରୁପ ମ୍ୟାନଜମେଣ୍ଟ ସିଷ୍ଟମ) ୱେବସାଇଟରେ ଅନଲାଇନ ଆବେଦନ କରିଥିବା ବଲାଙ୍ଗୀର ସାଂସ୍କୃତିକ ଦଳଗୁଡ଼ିକର ଚୟନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।

ପ୍ରଥମ ଦିନରେ ୧୨ଟି ପ୍ରମୁଖ ସାଂସ୍କୃତିକ ଦଳ ଭାଗ ନେଇ ସେମାନଙ୍କ କଳା ପ୍ରଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମ ଜୁଲାଇ ୫ ତାରିଖ ପର୍ଯ୍ୟନ୍ତ ଚାଲିବ। କାର୍ଯ୍ୟକ୍ରମରେ ସଂସ୍କୃତି ଗବେଷକ ଡ. ଘାସିରାମ ମିଶ୍ର, ବିଶିଷ୍ଟ କଳାକାର ଶାନ୍ତନୁ ବେହେରା, ଓଡ଼ିଆ ସଂଗୀତ ନାଟକ ବିଜେତା ନବୀନ କିଶୋର କୁଅଁର ପ୍ରମୁଖ ବିଚାରକ ଭାବେ ଯୋଗଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe