ଭୁବନେଶ୍ବର : କଳିଙ୍ଗ ଷ୍ଟୁଡିଓ ଛକ ନିକଟରେ ନୂଆ କରି କ୍ରୀଡ଼ା ସାମଗ୍ରୀ ଦୋକାନ ‘ସ୍ପୋର୍ଟସ୍ ଏରିନା’ ଲୋକାର୍ପିତ ହୋଇଯାଇଛି। ଏଠାରେ ଖେଳ ସମ୍ବନ୍ଧୀୟ ସମସ୍ତ ଉପକରଣ ଉପଲବ୍ଧ ହେଉଛି। କ୍ରିକେଟ ବଲ୍, ବ୍ୟାଟ୍, ଡ୍ରେସ୍, ମେମେଣ୍ଟୋ, ଇନ୍ଡୋର ଖେଳ ସମ୍ବନ୍ଧୀୟ ସମସ୍ତ ସାମଗ୍ରୀ ସୁଲଭ ମୂଲ୍ୟରେ ବିକ୍ରି କରାଯାଉଛି। ଖେଳପ୍ରେମୀମାନଙ୍କ ପାଇଁ ଏହି ଦୋକାନ ପ୍ରଥମ ପସନ୍ଦ ହେବ ବୋଲି ସ୍ପୋର୍ଟସ୍ ଆରେନା ପକ୍ଷରୁ କୁହାଯାଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us