ଘରେ ପଶିଗଲା ପିକଅପ୍‌ ଭ୍ୟାନ

ଘରେ ପଶିଗଲା ପିକଅପ୍‌ ଭ୍ୟାନ

କାଳିଆପାଣି: ସୁକିନ୍ଦା ଥାନା ଅନ୍ତର୍ଗତ ସଂସାଇଲୋ ଅରାସାହିର ଟୁନା ମହାନ୍ତଙ୍କ ଘରେ ଆଜି ଏକ ପିକଅପ୍‌ ଭ୍ୟାନ୍‌ ଓଡି-୦୪ଏସ୍‌-୪୪୪୨ ଭାରସାମ୍ୟ ହରାଇ ପଶି ଯାଇଥିଲା। ଭ୍ୟାନ୍‌ ଧକ୍କାରେ ଘର କାନ୍ଥର କିଛିଅଂଶ କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ଶ୍ରୀ ମହାନ୍ତଙ୍କ ପରିବାର ବର୍ତ୍ତି ଯାଇଛନ୍ତି। ଗ୍ରାମବାସୀ ଗାଡ଼ିକୁ ଜବତ କରିଛନ୍ତି।

ଏସଂକ୍ରାନ୍ତରେ ଶ୍ରୀ ମହାନ୍ତ ଥାନାରେ ଅଭିଯୋଗ କରି କ୍ଷତିପୂରଣ ଦାବି କରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe