ଯୁବକଙ୍କ ଉନ୍ମତ୍ତ କାଣ୍ଡ, ଛୁରି ଧରି ଆତଙ୍କ ସୃଷ୍ଟି କଲେ

Advertisment
ଯୁବକଙ୍କ ଉନ୍ମତ୍ତ କାଣ୍ଡ, ଛୁରି ଧରି ଆତଙ୍କ ସୃଷ୍ଟି କଲେ

Helpmecovid

ବ୍ରଜରାଜନଗର: ଓରିଏଣ୍ଟ ଥାନା ଅନ୍ତର୍ଗତ ୧୭ ନମ୍ବର ୱାର୍ଡର ଭୂତ ବଙ୍ଗଳା ଛକ ନିକଟରେ ରାଧେ ନାମଦେବ ଛୁରି ଧରି ଆତଙ୍କ ସୃଷ୍ଟି କରିଥିବା ଥାନାରେ ଅଭିଯୋଗ ହୋଇଛି। ସେ ଭୂତ ବଙ୍ଗଳା ଛକ, ପଣ୍ଡା କମ୍ପ୍ଲେକ୍ସ, ସଞ୍ଜିତ ରାୟ କମ୍ପ୍ଲେକ୍ସରେ ଛୁରି ଧରି ଦୋକାନୀଙ୍କୁ ଭୟଭୀତ କରିବା ସହିତ ସମସ୍ତ ଦୋକାନ ବନ୍ଦ କରିବାକୁ କହିଥିଲା।

ଦୋକାନୀମାନେ ଭୟଭୀତ ହୋଇ ଦୋକାନ ବନ୍ଦ କରିଦେଇଥିଲେ। ଯୁବକ ଜଣକ କାଉନସିଲର ଉଷାରାଣୀ ଚାନ୍ଦ ଓ ତାଙ୍କର ସ୍ୱାମୀଙ୍କୁ ମଧ୍ୟ ଧକମଚମକ ଦେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe