ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ଭାଷାଭାଷୀଙ୍କ ସଂଖ୍ୟା ହ୍ରାସ ନେଇ ତଥ୍ୟ ନାହିଁ

Advertisment
ଲେଡି ବ୍ଲାକମେଲର୍ ଅର୍ଚ୍ଚନା ନାଗ ପ୍ରସଙ୍ଗ: ଏସଆଇଟି ଗଠନ ଲାଗି ଦାବି କଲେ ବିଧାୟକ ତାରା ବାହିନୀପତି

ଭୁବନେଶ୍ବର : ପଡ଼ୋଶୀ ରାଜ୍ୟଙ୍କ ଅସହଯୋଗ ତଥା ଅନ୍ୟାନ୍ୟ କାରଣରୁ ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ଭାଷାଭାଷୀଙ୍କ ସଂଖ୍ୟା ହ୍ରାସ ପାଇଥିବାର ତଥ୍ୟ ବିଭାଗ ପାଖରେ ନାହିଁ ବୋଲି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର ସୂଚନା ଦେଇଛନ୍ତି।

ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ପ୍ରଶ୍ନ : ପଡ଼ୋଶୀ ରାଜ୍ୟଙ୍କ ଅସହଯୋଗ ତଥା ଅନ୍ୟାନ୍ୟ କାରଣରୁ ବିଛିନ୍ନ‌ାଞ୍ଚଳରେ ଓଡ଼ିଆ ଭାଷାଭା‌ଷୀଙ୍କ ସଂଖ୍ୟା କେତେ ହ୍ରାସ ପାଇଛି, ସରକାର ଅନୁଧ୍ୟାନ କଲେଣି କି? ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଶ୍ରୀ ପାତ୍ର ଏହି ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe