ଗ୍ରୀନ୍ ଟେକ୍ ଷ୍ଟାର୍ଟଅପ୍‌ ପାଇଁ ଓଡ଼ିଶାରେ ସୁଯୋଗ ରହିଛି: ଦେବ ଦର୍ଶନ ମହାନ୍ତି

ଗ୍ରୀନ୍ ଟେକ୍ ଓଡ଼ିଶାରେ ଆଗରୁ ରହିଛି। ଇନୋଭେସନ ବେସଡ୍ ଷ୍ଟାର୍ଟଅପ୍ କମ୍ ରହିଛି। ଷ୍ଟାର୍ଟଅପ୍ ପାଇଁ ଇନୋଭେସନ ଗୁରୁତ୍ବପୂର୍ଣ୍ଣ। ଗୋଟିଏ ସ୍ଥାନର ଇନୋଭେସନ୍‌ର ଧାରା ଅନ୍ୟ ସ୍ଥାନରେ କିଛି ଅଲଗା ହୋଇପାରେ...

Odisha has opportunities for green tech startups: Deb Darshan Mohanty

Odisha has opportunities for green tech startups: Deb Darshan Mohanty

ଭୁବନେଶ୍ବର: ସମ୍ବାଦ ଗ୍ରୁପ୍ ପକ୍ଷରୁ ‘ପୁନଶ୍ଚ ପୃଥିବୀ’ର ତିନି ଦିନିଆ ଜାତୀୟ ସ୍ତରୀୟ ସମ୍ମିଳନୀ ସୋମବାରଠାରୁ ଆରମ୍ଭ ହୋଇଛି। ମଙ୍ଗଳବାର ଏହି ସମ୍ମିଳନୀର ପଞ୍ଚମ ଅଧିବେଶନରେ ‘ଭବିଷ୍ୟତ ପ୍ରମାଣ ଉଦ୍ୟୋଗ-ଭବିଷ୍ୟତ ପାଇଁ ଷ୍ଟାର୍ଟଅପ୍‌ଗୁଡ଼ିକୁ ପୁନଃକଳ୍ପନା କରିବା’ଶୀର୍ଷକ ଆାଲୋଚନାରେ ଗୋ କାର୍ବନ ପଜିଟିଭ୍‌ର  ସିଇଓ  ଦେବ ଦର୍ଶନ ମହାନ୍ତି କହିଲେ, ଗ୍ରୀନ୍ ଟେକ୍ ଓଡ଼ିଶାରେ ଆଗରୁ ରହିଛି।

ଇନୋଭେସନ ବେସଡ୍ ଷ୍ଟାର୍ଟଅପ୍ କମ୍ ରହିଛି। ଷ୍ଟାର୍ଟଅପ୍ ପାଇଁ ଇନୋଭେସନ ଗୁରୁତ୍ବପୂର୍ଣ୍ଣ। ଗୋଟିଏ ସ୍ଥାନର ଇନୋଭେସନ୍‌ର ଧାରା ଅନ୍ୟ ସ୍ଥାନରେ କିଛି ଅଲଗା ହୋଇପାରେ। 

ଓଡ଼ିଶାରେ ଚିନ୍ତା ଧାରାର ଅଭାବ ନାହିଁ। ଓଡ଼ିଶାରେ ଗ୍ରୀନ୍ ଟେକ୍ ଷ୍ଟାର୍ଟଅପ୍‌ରେ କାମ କରିବା ଟିକେ କଷ୍ଟ ହୋଇପାରେ କିନ୍ତୁ ଏହା ହୋଇପାରିବ।

ଷ୍ଟାର୍ଟଅପ୍ ଗୁଡ଼ିକର ଇନୋଭେସନ ପାଇଁ ପାଣ୍ଠି ଜରୁରୀ। ଭାରତରେ ବ୍ଲକ୍ ଚେନ୍ ସମସ୍ୟା କ୍ଷେତ୍ରରେ ଡିଜିଟାଲ ଜ୍ଞାନକୌଶଳର ପ୍ରୟୋଗ ଦ୍ବାରା ସୁଫଳ ମିଳି ପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe