ରାଜ୍ୟ Latest ଏହି ୧୭ଜଣ ଯାଞ୍ଚ କରିବେ ଶ୍ରୀମନ୍ଦିର ରତ୍ନଭଣ୍ଡାର Advertisment April 04, 2018, 02:05 PM IST 04 Apr 2018 14:05 IST Sambad Digital Follow Us ୧. ତପନ କୁମାର ଭଟ୍ଟାଚାର୍ଯ୍ୟ (ପ୍ରତ୍ନତତ୍ତ୍ୱବିତ୍) ୨. ଚିତ୍ତରଂଜନ ଦାସ (ପ୍ରତ୍ନତତ୍ତ୍ୱବିତ୍) ୩. ଏଚ୍. ଏ. ନାୟକ (ପ୍ରତ୍ନତତ୍ତ୍ୱବିତ୍) ୪. ଜି.ସି. ମିତ୍ର (କୋର କମିଟି ସଦସ୍ୟ) ୫. ଏନ୍.ସି ପାଲ (କୋର କମିଟି ସଦସ୍ୟ) ୬. ଅମିୟ ମହାନ୍ତି (ଗଜପତିଙ୍କ ପ୍ରତିନିଧି) ୭. ଭଣ୍ଡାର ମେକାପ (ଗଣେଶ ମେକାପ) ୮. ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର (ଛତିଶା ନିଯୋଗ ମହାନାୟକ) ୯. ପ୍ରଦୀପ କୁମାର ଜେନା (ମୁଖ୍ୟ ପ୍ରଶାସକ) ୧୦. ଏନ୍.କେ ମହାନ୍ତି (ହାଇକୋର୍ଟଙ୍କ ପ୍ରତିନିଧି ଆମିକସ୍କ୍ୟୁରି) ୧୧. ଅରବିନ୍ଦ ଅଗ୍ରୱାଲ (ଜିଲ୍ଲାପାଳ, ଉପମୁଖ୍ୟ ପ୍ରଶାସକ) ୧୨. ଡାକ୍ତର ସାର୍ଥକ ଷଡଙ୍ଗୀ (ଏସ୍ପି) ୧୩. ରାମଚନ୍ଦ୍ର ଦାସମହାପାତ୍ର (ରତ୍ନଭଣ୍ଡାର ସବ୍ କମିଟି ସଦସ୍ୟ) ୧୪. ଅନନ୍ତ ତିଆଡ଼ି (ରତ୍ନଭଣ୍ଡାର ସବ୍ କମିଟି ସଦସ୍ୟ) ୧୫. ପ୍ରଦୀପ ଦାଶ (ନୀତି ପ୍ରଶାସକ) ୧୬. ଦେଉଳକରଣ (ଚନ୍ଦ୍ରଶେଖର ମଙ୍ଗରାଜ) ୧୭. ହିମାଂଶୁ ପଟ୍ଟନାୟକ (ତଡ଼ଉକରଣ)