ଯୁବକଙ୍କୁ ଆକ୍ରମଣ କରି ବାଇକ୍‌ ଲୁଟିନେଲେ

Advertisment
ଯୁବକଙ୍କୁ ଆକ୍ରମଣ କରି ବାଇକ୍‌ ଲୁଟିନେଲେ

Reading Sexy News

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ଥାନା ଟାଙ୍ଗରପଡ଼ା ବାଦୁଡ଼ିଧରା ଗ୍ରାମ ନିକଟରେ ଗତକାଲି ରାତି ୮ଟାବେଳେ ପାଟଣା ଥାନା ରାଧାପୁର ଗ୍ରାମର ଶମ୍ଭୁନାଥ ବେହେରାଙ୍କୁ ଦୁର୍ବୃତ୍ତମାନେ ଆକ୍ରମଣ କରି ତାଙ୍କ ବାଇକ୍‌ ଛଡ଼ାଇ ନେଇଥିବା ଥାନାରେ ଅଭିଯୋଗ ହୋଇଛି।

ଶମ୍ଭୁନାଥ ବାଇକ୍‌ରେ କେନ୍ଦୁଝର ଗାଁକୁ ଆସୁଥିଲେ। ବାଦୁଡ଼ିଧରା ଗ୍ରାମର ଅବକାରୀ କାର୍ଯ୍ୟାଳୟ ନିକଟରେ ୧୦/୧୨ଜଣ ଯୁବକ ତାଙ୍କୁ ଅଟକାଇ ଅତର୍କିତ ଆକ୍ରମଣ କରିଥିଲେ। ତାଙ୍କ ବାଇକ୍‌, ପାଖରେ ଥିବା ୧୨ ହଜାର ଟଙ୍କା ଓ  ମୋବାଇଲ ଛଡ଼ାଇ ନେଇଥିଲେ। ଶମ୍ଭୁନାଥ ଜୀବନ ବଞ୍ଚାଇବା ପାଇଁ ‌ଦୌଡ଼ି ପଳାଇ ଆସି ଏକ ନିଛାଟିଆ ସ୍ଥାନରେ ଆତ୍ମଗୋପନ କରିଥିଲେ। ଆଜି ସେ ପାଟଣା ଥାନାରେ ଏ ସମ୍ପର୍କରେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe