ସାଳନ୍ଦୀ ନଦୀଘାଟରେ ହଜାର ହଜାର କାଉଡ଼ିଆଙ୍କ ଭିଡ଼

ସାହାପୁର ସାଳନ୍ଦୀ ନଦୀ ଘାଟରୁ ଆଜି ଅପରାହ୍ନରେ ହଜାର ହଜାର କାଉଡ଼ିଆ ଜଳ ନେଇ ବିଭିନ୍ନ ଶୈବ ପୀଠକୁ ଯାତ୍ରା କରୁଛନ୍ତି । ବୋଲ୍‌ ବମ୍‌ ହରହର ବମ୍‌ରେ ପ୍ରକମ୍ପିତ ହେଇଛି ସାଳନ୍ଦୀ ନଦୀ ଘାଟ ।

fde900cd-f634-4997-86ce-a6923aa0203f

Photograph: (Sambad.in)

ଭଦ୍ରକ: ଭଦ୍ରକ ସହରର ସାହାପୁର ସାଳନ୍ଦୀ ନଦୀଘାଟରୁ ଆଜି ଅପରାହ୍ନରେ ହଜାର ହଜାର କାଉଡ଼ିଆ ଜଳ ନେଇ ବିଭିନ୍ନ ଶୈବପୀଠକୁ ଯାତ୍ରା କରୁଛନ୍ତି। ବୋଲ୍‌ବମ୍‌ ହରହର ବମ୍‌ରେ ପ୍ରକମ୍ପିତ ହେଇଛି ସାହାପୁର ସାଳନ୍ଦୀ ନଦୀଘାଟ

ଆରଡ଼ି ବାବା ପାର କରେଗା, ଭୋଲେ ବାବା ପାର କରେଗା। ଜଟିଆ ବାବା ପାର କରେଗା ନାରା ଦେଇ ରାସ୍ତାରେ ଯାଇଥିଲେ କାଉଡ଼ିଆ। ବିଶେଷ କରି ଭଦ୍ରକର ପ୍ରମୁଖ ଶୈବପୀଠ ଆରଡ଼ିର ବାବା ଆଖଣ୍ଡଳମଣିଙ୍କ ପୀଠ, ଅନିଜର ଶୈବ ପୀଠ, ନକଙ୍ଗର ବାଲେଶ୍ଵର ପୀଠ, ଭଦ୍ରକର ଲୋକନାଥ ପୀଠକୁ ଜଳ ଭାର ନେଇ ଯାତ୍ରା କରିଥିଲେ। ଏହି ଅବସରରେ କାଉଡ଼ିଆ ଭକ୍ତମାନଙ୍କ ପାଇଁ ବିଭିନ୍ନ ଛକ ଜାଗାରେ ସ୍ବେଚ୍ଛୋସେବୀ ସଂଗଠନ ପକ୍ଷରୁ ପାନୀୟ ଜଳ, ପ୍ରସାଦ ବ୍ୟବସ୍ଥା କରାଯାଇଥିଲା।

ଆରଡ଼ି ବାବା ପାର କରେଗା, ଭୋଲେ ବାବା ପାର କରେଗା। ଜଟିଆ ବାବା ପାର କରେଗା ନାରା ଦେଇ ରାସ୍ତାରେ ଯାଇଥିଲେ କାଉଡ଼ିଆ। ବିଶେଷ କରି ଭଦ୍ରକର ପ୍ରମୁଖ ଶୈବ ପୀଠ ଆରଡ଼ିର ବାବା ଆଖଣ୍ଡଳମଣିଙ୍କ ପୀଠ, ଅନିଜର ଶୈବ ପୀଠ, ନକଙ୍ଗର ବାଲେଶ୍ଵର ପୀଠ, ଭଦ୍ରକର ଲୋକନାଥ ପୀଠକୁ ଜଳଭାର ନେଇ ଯାତ୍ରା କରିଥିଲେ। ଏହି ଅବସରରେ କାଉଡ଼ିଆ ଭକ୍ତମାନଙ୍କ ପାଇଁ ବିଭିନ୍ନ ଛକ ଜାଗାରେ ସ୍ବେଛାସେବୀ ସଂଗଠନ ପକ୍ଷରୁ ପାନୀୟ ଜଳ, ପ୍ରସାଦ ବ୍ୟବସ୍ଥା କରାଯାଇଥିଲା।

Odisha | Bhadrak

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe