ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ଉପରେ ଚଢ଼ି ଆତ୍ମହତ୍ୟା ଧମକ

Advertisment

ଦମକଳ ବାହିନୀ ସହାୟତାରେ ଉଦ୍ଧାର

ଦମକଳ ବାହିନୀ ସହାୟତାରେ ଉଦ୍ଧାର

ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ଉପରେ ଚଢ଼ି ଆତ୍ମହତ୍ୟା ଧମକ

ଉଲୁଣ୍ଡା: ଉଲୁଣ୍ଡା ବ୍ଲକ୍‌ କଳାପଥର ପଞ୍ଚାୟତ ବାବୁପାଲି ଗାଁର ଆଦିତ୍ୟ ପ୍ରଧାନ (୬୧ବର୍ଷ) ନାମକ ଜଣେ ବୃଦ୍ଧ ଶନିବାର ସକାଳୁ ବିଦ୍ୟୁତ୍‌ ଟ୍ରାନ୍ସଫର୍ମରକୁ ଚଢ଼ି ଆତ୍ମହତ୍ୟା ଧମକ ଦେଇଥିଲେ। ପରିବାର ଲୋକେ ମନା କରିଥିଲେ ମଧ୍ୟ ଓହ୍ଲାଇ ନଥିଲେ।

ଶେଷରେ ସେମାନେ ବୀରମହାରାଜପୁର ଦମକଳ ବିଭାଗକୁ ଫୋନ୍‌ ସୂଚନା ଦେଇଥିଲେ। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆଦିତ୍ୟଙ୍କୁ ଉଦ୍ଧାର କରିଥିଲେ। ଆଦିତ୍ୟଙ୍କ ମାନସିକ ଅବସ୍ଥା ଠିକ୍‌ ନଥିବାରୁ ପୂର୍ବରୁ ମଧ୍ୟ ସେ ଏଭଳି କରିଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe