Dna India
ନାଉଗାଁ : ନାଉଗାଁ ବ୍ଲକ୍ ବଛାଳୋ ନିକଟରେ ଦେବୀ ନଦୀରେ ବୁଡ଼ିଯାଇ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତକ ହେଲ, ବଛା​ଳୋ ଗ୍ରାମର ଭରତଚନ୍ଦ୍ର ଦାସଙ୍କ ନବମ ଶ୍ରେଣୀରେ ପଢୁଥିବା ପୁଅ ଅଭିଜିତ୍। ଅନ୍ୟ ଦୁଇ ଜଣ ଶାନ୍ତନୁ ନାୟକ ଓ ବିଶ୍ବଜିତ୍ ରାଉତଙ୍କୁ ସେଠାରେ ଉପସ୍ଥିତ ଥିବା ଗ୍ରାମର ଅନ୍ୟ ଲୋକମାନେ ଉଦ୍ଧାର କରିଥିଲେ।
Follow Us