Advertisment

୩ବର୍ଷୀୟ ବାଳକର ମୃତ୍ୟୁ: ହତ୍ୟା ସନ୍ଦେହ

Advertisment
୩ବର୍ଷୀୟ ବାଳକର ମୃତ୍ୟୁ: ହତ୍ୟା ସନ୍ଦେହ

ସୋର: ବାଲେଶ୍ଵର ଜିଲ୍ଲା ଖଇରା ଥାନା କ୍ଷୀରିପଦା ଵରଗିଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏହି ଗ୍ରାମର ଅରୁଣ ଦାସଙ୍କ ୩ବର୍ଷ ବୟସର ସାନପୁଅ ହରେକୃଷ୍ଣ ଦାସଙ୍କ ମୃତଦେହ ଏକ ପୋଖରୀ ନିକଟରୁ ଉଦ୍ଧାର କରାଯାଇଛି। ଶିଶୁ ପୁତ୍ରଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିବାରୁ ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ଖବର ପାଇ ଖଇରା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ରଖିବା ସହିତ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe