ବାଲେଶ୍ୱର, କଟକ, ଭଦ୍ରକ, ସମେତ ଏହି ସବୁ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା

Advertisment
ବାଲେଶ୍ୱର, କଟକ, ଭଦ୍ରକ, ସମେତ ଏହି ସବୁ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା

ବାଲେଶ୍ୱର, କଟକ, ଭଦ୍ରକ, ସମେତ ଏହି ସବୁ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କାଭୁବନେଶ୍ୱର: ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡଘଡି ସହ ପ୍ରବଳ ବର୍ଷାର ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ବୁଧବାର ସୂଚନା ଦେଇଛି। ତେଣୁ ସମ୍ବଲପୁର, କେନ୍ଦୁଝର, ଝାରସୁଗୁଡ଼ା ଓ ମୟୂରଭଞ୍ଜ ଆଦି ଜିଲ୍ଲାରେରେ ଘଡଘଡି ସହ ବର୍ଷା ହୋଇପାରେ। ବିଜୁଳି ମାରୁଥିବା ସମୟରେ ଘର ବାହାରିବା ପାଇଁ କିମ୍ବା ବାହାରେ ଥିବା ସମୟରେ ଗଛ ମୂଳରେ ଛିଡା ହେବାର ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ବାରଣ କରାଯାଇଛି। ସେହିପରି ଆଗାମୀ ୨୪ଘଣ୍ଟା ମଧ୍ୟରେ ବାଲେଶ୍ୱର, କଟକ, ଭଦ୍ରକ, ଯାଜପୁର ଓ ସୁନ୍ଦରଗଡ଼ ଜିଲ୍ଲାରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

publive-image

ଗତକାଲି ତାଳଚେର ଓ ଭବାନୀପଟଣାରେ ସର୍ବାଧିକ ତାପମାତ୍ରା ୩୫.୨ଡିଗ୍ରୀ ଥିବା ବେଳେ ହୀରାକୁଦରେ ସର୍ବନମ୍ନ ୧୬.୮ଡିଗ୍ରୀ ତାପମାତ୍ରା ରହିଛି। ସେହିପରି ଗତକାଲି ବାଲେଶ୍ୱର,କଟକ, ଜଗତସିଂହପୁର,ବରଗଡ଼, ଦେଓଗଡ଼,ଭଦ୍ରକ,ଗଜତସିଂହପୁର,ମୟୁରଭଞ୍ଜ, ବରଗଡ଼, କେନ୍ଦ୍ରାପଡ଼ା, ସୋନପୁର ଓ ବଲାଙ୍ଗୀର ଆଦି ସ୍ଥାନରେ ବର୍ଷା ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe