Advertisment

ଦେହ ବ୍ୟବସାୟ ସନ୍ଦେହ: ୪ ଜଣଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼, ପୁଲିସ୍ ଆସିଲେ ବି ମାନିଲେ ନି ‌ଉତ୍ୟକ୍ତ ଲୋକେ

Advertisment
ଦେହ ବ୍ୟବସାୟ ସନ୍ଦେହ: ୪ ଜଣଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼, ପୁଲିସ୍ ଆସିଲେ ବି ମାନିଲେ ନି ‌ଉତ୍ୟକ୍ତ ଲୋକେ

ଭୋଗରାଇ: ବାଲେଶ୍ବର ଜିଲ୍ଲା ଭୋଗରାଇ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ଥାନୀୟ ଲକ୍ଷ୍ମୀପାଟଣା ଅଞ୍ଚଳରେ ଲୋକେ ୨ ମହିଳା ଏବଂ ୨ ପୁରୁଷଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିଛନ୍ତି। ରାସ୍ତାକଡ଼ରେ ଥିବା ଘରେ ଦେହ ବ୍ୟବସାୟ ଚାଲିଥିବା ସନ୍ଦେହରେ ଉତ୍ୟକ୍ତ ଲୋକେ ଏଭଳି କାଣ୍ଡ ଭିଆଇଥିବା ପୁଲିସ୍ କହିଛି।

ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ୟ ଉତ୍ୟକ୍ତ ଲୋକେ ମାନି ନଥିଲେ। ଶେଷରେ ପୁଲିସ୍ ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରି ଶାନ୍ତ କରିଥିଲେ। ପୁଲିସ୍ ପକ୍ଷରୁ ଘଟଣାର ତଦନ୍ତ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe