ଭଂଜନଗର : କବିସୂଯ୍ୟର୍ନଗର ବ୍ଲକ ଆଠଗଡପାଟଣା ଅଂଚଳରେ ବାଘ ଆତଙ୍କ ଦେଖା ଦେଇଛି। କିଛି ଦିନ ମଧ୍ୟରେ ୧୧ ଛେଳିକୁ ବାଘ ମାରିଥିବାରୁ ବର୍ତମାନ ଉକ୍ତ ଅଞ୍ଚଳରେ ପୁଣି ଆତଙ୍କ ଦେଖା ଦେଇଛି। ଗତବର୍ଷ ବି ଏହି ଅଂଚଳରେ ବାଘ ମାତିବା ସହ ଗାଈ, ମଇଁଷି, ଛେଳି ଆଦି ପଶୁଙ୍କୁ ମାରି ଖାଇଥିଲା। ଏହା ପରେ ବନବିଭାଗ ତଦନ୍ତ କରି ବାଘ ପାଦ ଚିହ୍ନ ଠାବ କରିଥିଲେ।
କବିସୂର୍ଯ୍ୟନଗରରେ ବାଘ ଆତଙ୍କ!
Advertisment
Follow Us