ବାଘ ଛାଲ ଜବତ, ୩ ଗିରଫ 

ବାଘ ଛାଲ ଜବତ, ୩ ଗିରଫ 

BBC

କୋଲାବିରା: ଝାରସୁଗୁଡ଼ା ଜିଲ୍ଲା କୋଲାବିରା ଥାନାଞ୍ଚଳ ମାଳିଡିହିରେ ବନ ବିଭାଗର ଏସ୍ଟିଏଫ୍ ଚଢ଼ଉ କରି ଏକ ବାଘ ଛାଲ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତ ଯୁଗିଆଡିହି ଗ୍ରାମର ସୁନିତ ପଟେଲ (୨୫) ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ସମ୍ବଲପୁର ଜିଲ୍ଲା ଯୁଯୁମୁରା ଓ ବଲାଙ୍ଗୀରର ବୋଲି ଜଣାପଡ଼ିଛି।

ସେହିପରି ଆଉ ଦୁଇଟି ବାଘ ଛାଲ ଯୁଯୁମୁରା ଅଞ୍ଚଳରୁ ଜବତ କରାଯାଇଥିବା ବନ ବିଭାଗଠାରୁ ସୂଚନା ପାଇଥିବା କୋଲାବିରା ପୁଲିସ୍ କହିଛି। ଜବତ ଛାଲଗୁଡ଼ିକ କଲରାପତରିଆ ବାଘର ବୋଲି ଜଣାପଡ଼ିଛି। ତେବେ ଏହି ଚଢ଼ଉରେ କୋଲାବିରା ପୁଲିସ ସାମିଲ ନଥିବା ଥାନାଧିକାରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe