ଭୁବନେଶ୍ୱର: ଆଜି ବି ରାଜଧାନୀରେ କୁହୂୁଡ଼ି

Advertisment
ଭୁବନେଶ୍ୱର: ଆଜି ବି ରାଜଧାନୀରେ କୁହୂୁଡ଼ି

file photo

ଭୁବନେଶ୍ୱର : ଆଜି  ରାଜଧାନୀ ସମେତ ଆଖପାଖ ଅଞ୍ଚଳରେ କୁହୁଡ଼ି ଆଛାଦିତ କରି ରଖିଛି। ପାଣିପାଗ ବିଭାଗ ସୂଚନାଅନୁଯାୟୀ, ସମଗ୍ର ରାଜ୍ୟରେ ଏହି କୁହୁଡ଼ି ;ଦେଖାଦେଇଛି। ଉପକୂଳରୁ ଆଭଞନ୍ତରୀଣ ଓଡ଼ିଶାଯାଏ ଘନ କୁହୁଡ଼ି ଲାଗି ରହିଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏଭଳି ସ୍ଥିତି ଆହୁରି ୨ ଦିନ ପର୍ଯ୍ୟନ୍ତ ଲାଗି ରହିବ। କୁହୁଡ଼ିର ଘନତ୍ୱ ଯୋଗୁଁ ରାସ୍ତାଘାଟ ବେଶି ଦୂର ପର୍ଯ୍ୟନ୍ତ ସ୍ପଷ୍ଟ ଦ୍ୟଶ୍ୟମାନ ହେବାନେଇ ୍ରାଶଭ୍କା ଥିବାରୁ ଯାନବାହାନ ଚଳାଜଚଜଳରେ ସତର୍କତା ଅବଲମ୍ବନ କରିବାକୁ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।
ପାଣିପାଗ ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ, ୧୫ରୁ ୧୬ ତାରିଖ ପର୍ଯ୍ୟନ୍ତ ଘନ କୁହୁଡ଼ି ଲାଗି ରହିବ। ରାତି ୧୦ଟାରୁ ସକାଳ ୧୦ଟା ଯାଏ କୁହୂଡ଼ି ଆଛାଦିତ କରି ରଖିବାର ଆଶଙ୍କା ଥିବାର ସତର୍କତା ଅବଲମ୍ବନ କରିବା ଜରୁରି ହୋଇପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe