ଆଜି ଓଡ଼ିଶା ଆସିବେ ଅଶ୍ବିନୀ ବୈଷ୍ଣବ

Advertisment
ଆଜି ଓଡ଼ିଶା ଆସିବେ ଅଶ୍ବିନୀ ବୈଷ୍ଣବ

Wikipedia

ଭୁବନେଶ୍ବର: କେନ୍ଦ୍ରମନ୍ତ୍ରୀମାନେ ଆକଂାକ୍ଷା ଜିଲ୍ଲାଗୁ ଗସ୍ତ କରି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିବାକୁ ନିଷ୍ପତ୍ତି ହୋଇଥିବାବେଳେ ଏହି କ୍ରମରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଆସନ୍ତାକାଲି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି।

ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଶ୍ରୀ ବୈଷ୍ଣବ ଗୁରୁବାର ସଂଧ୍ୟାରେ କୋରାପୁଟରେ ପହଞ୍ଚିବେ। ସେଠାରେ ରାତ୍ରିଯାପନ କରିବେ। ଶୁକ୍ରବାର ସକାଳେ ମାଲକାନାଗିରି ଗସ୍ତରେ ଯାଇ ସେଠାରେ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିବାର କାର୍ଯ୍ୟକ୍ରମ ଅଛି। ରେଳ ମନ୍ତ୍ରୀଙ୍କର ଏହି ଗସ୍ତ ଦୁଇଟି ଜିଲ୍ଲାରେ ସୀମିତ ରହିବ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe