ରାଜ୍ୟ ରାଜପଥ ଟୋଲ ଫି ବଢ଼ିବ!

Advertisment

ପୂର୍ତ୍ତ ବିଭାଗକୁ ଚିଠି ଲେଖିଲା ଓବିବିସିସି

ପୂର୍ତ୍ତ ବିଭାଗକୁ ଚିଠି ଲେଖିଲା ଓବିବିସିସି

ଜାତୀୟ ରାଜପଥ‌େର ଟୋଲ୍ ଆଦାୟ ବନ୍ଦ କଲେ ସରକାର

thenewsminute.com

ଭୁବନେଶ୍ୱର : ରାଜ୍ୟ ରାଜପଥରେ ଥିବା ବ୍ରିଜ ଓ ପୋଲ ଉପରେ ଚଳାଚଳ କରୁଥିବା ଗାଡ଼ି ପାଇଁ ବୃଦ୍ଧି ହେବ ଟୋଲ ଫି’। ଏ ନେଇ ଓଡ଼ିଶା ସେତୁ ଓ ନିର୍ମାଣ ନିଗମ ଲିମିଟେଡ୍‌ ପରିଚାଳନା ନିର୍ଦେଶକ ପୂର୍ତ୍ତ ବିଭାଗ କମିସନର୍‌ଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ଓବିବିସିସି ପରିଚାଳନା ନିର୍ଦ୍ଦେଶକ ଜଣାଇଛନ୍ତି, ଶେଷଥର ପାଇଁ ୨୦୦୬ରେ ଟୋଲ୍‌ ଫି’ ଧାର୍ଯ୍ୟ କରାଯାଇଥିଲା। ୨୦୧୧ ରୁଲ୍‌ ଅନୁଯାୟୀ ସଂଶୋଧନ ହୋଇନାହିଁ। ଏବେ ଏହାକୁ ପୁନଃ ନିର୍ଦ୍ଧାରଣ କରିବାକୁ ଚିଠିରେ ସେ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe