ମାଲକାନଗିରି: ଶକ୍ତି ସଦନରେ ଅସହ୍ୟ ହେଲା ନିର୍ଯାତନା। ସୁଧାର ଗୃହରୁ ନାବାଳିକାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର। ସୁଧାର ଗୃହର ରୋଷେୟା ଦିଦି ଜଣେ ନାବାଳିକା ଅନ୍ତେବାସୀଙ୍କୁ ମାଡ଼ ମାରିବା ସହ ଶାରୀରିକ ନିର୍ଯାତନା ଦେଉଥିବା ନେଇ ପରିବାର ଲୋକଙ୍କୁ ଜଣାଇ ଥିଲେ।
ଅଧିକ ପଢ଼ନ୍ତୁ: ଡ୍ରାଇଭରଙ୍କ ଧର୍ମଘଟ: ରାଜ୍ୟରେ ପେଟ୍ରୋଲ ସଙ୍କଟ
ପରିବାର ଲୋକେ ମଧ୍ଯ ଏମଭି ୮୧ ଗାଁରୁ ମାଲକାନଗିରି ଅଭିମୁଖେ ବାହାରି ଥିଲେ। ତେବେ ପହଞ୍ଚିବା ପୂର୍ବରୁ ନାବାଳିକାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ସୁଧାର ଗୃହରୁ ଉଦ୍ଧାର ହୋଇଥିଲା।
ପରିବାର ଲୋକେ ଶକ୍ତି ସଦନ ପରିସର ପହଞ୍ଚିବା ପରେ ଉତ୍ତେଜନା ପ୍ରକାଶ ପାଇ ଥିଲା। ଝିଅକୁ ହତ୍ଯା କରା ଯାଇ ଥିବା ନେଇ ମୃତ ନାବାଳିକାଙ୍କ ସମ୍ପର୍କୀୟ ଅଭିଯୋଗ ଆଣି ଥିଲେ ।
ଅଧିକ ପଢ଼ନ୍ତୁ:ନିଦରୁ ଉଠୁ ଉଠୁ ଥରିଲା ଦିଲ୍ଲୀ: ଲାଗିଲା ଝଟକା, ଲୋକେ ବଖାଣିଲେ ଭୂକମ୍ପ ବେଳର କାହାଣୀ..
Malkangiri
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/07/10/torture-became-unbearable-in-shakti-sadan-minor-girls-hanging-dead-body-rescued-from-reformatory-2025-07-10-10-29-56.jpg)