ସମୁଦ୍ରରୁ ପର୍ଯ୍ୟଟକ ଉଦ୍ଧାର

Advertisment
ସମୁଦ୍ରରୁ ପର୍ଯ୍ୟଟକ ଉଦ୍ଧାର

ପୁରୀ : ରବିବାର ଲାଇଫ୍‌ ଗାର୍ଡଙ୍କ ଉଦ୍ୟମ କ୍ରମେ ଜଣେ ପର୍ଯ୍ୟଟକଙ୍କୁ ସମୁଦ୍ର ଗର୍ଭରୁ ଉଦ୍ଧାର କରାଯାଇଛି। କଟକ ଲାଲବାଗ ଥାନା ଖଟବିନ୍‌ ସାହିର ବୁଲୁ ସିଂହଙ୍କ ପୁଅ ବିଶ୍ୱଜିତ ସିଂହ (୧୯) ସାଥୀମାନଙ୍କ ସହିତ ଆଜି ପୁରୀ ବୁଲିବାକୁ ଆସିଥିଲେ। ସେମାନେ  ସମୁଦ୍ରରେ ଗାଧୋଉଥିବା ବେଳେ ବୁଲୁ ସମୁଦ୍ର ପାଣିରେ ଭାସି ଯାଇଥିଲେ। ଘଟଣାସ୍ଥଳରେ ଉପସ୍ଥିତ ଲାଇଫ୍‌ଗାର୍ଡମାନେ ସମୁଦ୍ର ଭିତରୁ ବୁଲୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ବୁଲୁ ଏବେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe