ଆଜିଠାରୁ ତିନିଦିନିଆ ଗସ୍ତରେ କେନ୍ଦ୍ରୀୟ ଦଳ

Advertisment
ପିଡିଏସ୍‌ (ଗଣ ବଣ୍ଟନ ବ୍ୟବସ୍ଥା) ଅଧୀନରେ ରହୁଥିବା ଗ୍ରାହକମାନେ ଖୁବ୍‌ ଶୀଘ୍ର ପାଇବେ ‘ୱାନ୍‌ ନେସନ୍‌ ୱାନ୍‌ ରେସନ୍‌’ କାର୍ଡ ସୁବିଧା

ଭୁବନେଶ୍ବର : ଆସନ୍ତାକାଲିଠାରୁ ୩୦ ତାରିଖ ପର୍ଯ୍ୟନ୍ତ ତିନିଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ରୀୟ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗର ତିନିଜଣ ବରିଷ୍ଠ ଅଧିକାରୀ ଆସୁଛନ୍ତିି। ସେମାନେ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ଲକ୍ଷ୍ୟଭେଦୀ ସାଧାରଣ ବଣ୍ଟନ ବ୍ୟବସ୍ଥା(ଟିପିଡିଏସ୍‌) ଓ ଏହା ଅଧୀନରେ ଥିବା ପ୍ରଥମରୁ ଶେ‌ଷ ଯାଏଁ କମ୍ପ୍ୟୁଟରୀକରଣ ବ୍ୟବସ୍ଥା ଅନୁଧ୍ୟାନ କରିବେ। ସେହି ଅଧିକାରୀମାନେ ହେଉଛନ୍ତି ଆର.କେ.ପନ୍ଦିର, ପଙ୍କଜ ମିଶ୍ର ଓ ଦମନପ୍ରୀତ କୌର। ସେମାନଙ୍କ ଗସ୍ତ ଓ ରହଣି ନେଇ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ଖୋର୍ଧା ଓ ପୁରୀ ଜିଲ୍ଲାପାଳମାନଙ୍କୁ ଆବଶ୍ୟକ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe