ଯାନ୍ତ୍ରିକ କାରଣରୁ ନିଆଁ ଲାଗି ଜଳିଗଲା ଟ୍ରାକ୍ଟର୍

Advertisment
ଯାନ୍ତ୍ରିକ କାରଣରୁ ନିଆଁ ଲାଗି ଜଳିଗଲା ଟ୍ରାକ୍ଟର୍

ବାଲିଶଙ୍କରା (ସୁନ୍ଦରଗଡ଼): ସୁନ୍ଦରଗଡ଼ ଜିଲ୍ଲାର ବାଲିଶଙ୍କରା ବ୍ଲକ୍ ସ୍ଥିତ ରାମପୁର ପଞ୍ଚାୟତର ଗୁଡ଼ିନୂଆଗାଁରେ ଜଣେ କୃଷକ ରାସ୍ତା ଉପରେ ଟ୍ରାକ୍ଟର ସାହାଯ୍ୟରେ ଧାନ ଉଡାଉଥିବା ବେଳେ ଟ୍ରାକ୍ଟରଟିରେ ନିଆଁ ଲାଗି ଯାଇଥିଲା।  କୌଣସି ଯାନ୍ତ୍ରିକ କାରଣରୁ ସେଥିରେ ନିଆଁ ଲାଗିଯାଇଥିଲା ବୋଲି ଅନୁମାନ କରାଯାଉଛି। ଖବର ପାଇ ଅଗ୍ନିଶମ ବିଭାଗର ଦମକଳ ଆସି ନିଆଁ ଲିଭାଇଥିଲା। କିନ୍ତୁ ସେତେବେଳକୁ ଟ୍ରାକ୍ଟରଟି ସଂପୂର୍ଣ୍ଣ ଜଳି ସାରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe