ରାଉରକେଲା-ପୁରୀ ପାସେଞ୍ଜର ଚାରି ଦିନ ପାଇଁ ଆଂଶିକ ବାତିଲ

Advertisment
ତିତଲି ପ୍ରଭାବ: ୧୬ଟି ଟ୍ରେନ ବାତିଲ, ବହୁ ଟ୍ରେନ୍‌ର ସମୟ ପରିବର୍ତ୍ତନ

ଭୁବନେଶ୍ୱର: ପୂର୍ବତଟ ରେଳପଥର ସମ୍ବଲପୁର ଓ ରେଢ଼ାଖୋଲ ଷ୍ଟେସନ ମଧ୍ୟରେ ରେଳବାଇ ବିଦ୍ୟୁତୀକରଣ କାର୍ଯ୍ୟ ସମ୍ବନ୍ଧୀୟ ନିରାପତ୍ତା ଜନିତ କାର୍ଯ୍ୟ ପାଇଁ ଆଂଶିକ ବାତିଲ କରାଯାଇଛି। ଚଳିତ ମାସ ୨୬ ତାରିଖ (ଶୁକ୍ରବାର) ଠାରୁ ୨୯ ତାରିଖ (ସୋମବାର) ପର୍ଯ୍ୟନ୍ତ ଚାରି ଦିନ ପାଇଁ ୫୮୧୩୧/୫୮୧୩୨ ରାଉରକେଲା-ପୁରୀ-ରାଉରକେଲା ପାସେଞ୍ଜର ଟ୍ରେନକୁ ଆଂଶିକ ବାତିଲ କରାଯାଇଛି। ଉଭୟ ଦିଗରୁ ରାଉରକେଲା ଓ ସମ୍ବଲପୁର ମଧ୍ୟରେ ଚଳାଚଳ କରିବାକୁ ଥିବା ବେଳେ ସମ୍ବଲପୁର ଓ ପୁରୀ ମଧ୍ୟରେ ବାତିଲ କରାଯିବାକୁ ପୂର୍ବତଟ ରେଳପଥ ପକ୍ଷରୁ ନିଷ୍ପତି ନିଆଯାଇଅଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe