୨୫ ଓଏଏସ୍‌ ଅଧିକାରୀଙ୍କ ବଦଳି

Advertisment
୮ ଓଏଏସ୍‌ ଅଧିକାରୀଙ୍କ ବଦଳି

Eduvoice

ଭୁବନେଶ୍ବର : ରାଜ୍ୟ ସରକାର ଆଜି ଓଏଏସ୍‌ ସ୍ତରରେ ଏକ ଅଦଳବଦଳ କରିଛନ୍ତି। ବିଭିନ୍ନ ସ୍ଥାନରେ ତହସିଲ୍‌ଦାର, ବିଡିଓ, ସବ୍‌ ରେଜିଷ୍ଟ୍ରାର୍‌ ଓ ଡେପୁଟି କଲେକ୍ଟର ଥିବା ୨୫ ଜଣ ଅଧିକାରୀଙ୍କର ବଦଳି ହୋଇଛି। ରାଜସ୍ବ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ବିଜ୍ଞପ୍ତି ଜାରି ହୋଇଛି। ଏହା ବାଦ୍ ଓଡ଼ିଶା ରାଜସ୍ବ ସେବାର ୮ ଜଣ ଅଧିକାରୀ ଓଡ଼ିଶା ପ୍ରଶାସନିକ ସେବାକୁ ପଦୋନ୍ନତି ପାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe