ରାଜନଗର: ବୈତରଣୀ ନଦୀରେ ଟ୍ରଲର୍‌ ବୁଡ଼ି

Advertisment
ରାଜନଗର: ବୈତରଣୀ ନଦୀରେ ଟ୍ରଲର୍‌ ବୁଡ଼ି

ରାଜନଗର: ରବିବାର ପ୍ରତ୍ୟୁଷରେ ତାଳଚୁଆ ସାମୁଦ୍ରିକ ଥାନା ଠାରୁ ୫୦ ମିଟର ଦୂରରେ ଗୋଟାଏ ମାଛଧରା ଟ୍ରଲର୍‌ ଦୁର୍ଘଟଣାରେ ସମ୍ମୁଖୀନ ହୋଇଛି।

ରାତି ପ୍ରାୟ ଦୁଇଟାରୁ ତିନିଟା ମଧ୍ୟରେ ବୈତରଣୀ ନଦୀକୂଳଠୁ ପଚାଶ ଫୁଟ୍‌ ଦୂରରେ ଯାଉଥିବାବେଳେ କୌଣସି କାରଣରୁ ଟ୍ରଲର୍‌ ମଧ୍ୟରେ ପାଣି ପଶିଯାଇଥିଲା। ଟ୍ରଲର୍‌ରେ ଥିବା ମତ୍ସ୍ୟଜୀବୀମାନେ ପହଁରି ପହଁରି କୌଣସିମତେ ନଈରୁ ଉଠି ଆସିଛନ୍ତି।

ଧାମରା ଅଞ୍ଚଳର ଅନନ୍ତ ଜାନାଙ୍କର ସେ ଟ୍ରଲର୍‌ଟି ଦରବୁଡ଼ା ଅବସ୍ଥାରେ ନଈରେ ଅଟକି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe