ନିରଂଜନରେ ସମ୍ବାଦ ସାହିତ୍ୟଘର, ବନବିଭାଗ ପକ୍ଷରୁ ବୃକ୍ଷରୋପଣ

Advertisment

ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ୍ ଅର୍ନ୍ତଗତ ସାନପାଖନା ଗ୍ରାମପଂଚାୟତର ନିରଞନ ଗ୍ରାମରେ ରାଇରଙ୍ଗପୁର ବନଖଣ୍ଡର ଗୋରୁମହିଷାଣୀ, ଧଳାବେଡ଼ା ସେକ୍ସନ, ନିରଂଜନ ଗ୍ରାମବାସୀ ଓ ସମ୍ବାଦ ସାହିତ୍ୟଘର ପକ୍ଷରୁ ବୃକ୍ଷ ରୋପଣ କରାଯାଇଛି।

ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ୍ ଅର୍ନ୍ତଗତ ସାନପାଖନା ଗ୍ରାମପଂଚାୟତର ନିରଞନ ଗ୍ରାମରେ ରାଇରଙ୍ଗପୁର ବନଖଣ୍ଡର ଗୋରୁମହିଷାଣୀ, ଧଳାବେଡ଼ା ସେକ୍ସନ, ନିରଂଜନ ଗ୍ରାମବାସୀ ଓ ସମ୍ବାଦ ସାହିତ୍ୟଘର ପକ୍ଷରୁ ବୃକ୍ଷ ରୋପଣ କରାଯାଇଛି।

Tusar

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ୍ ଅର୍ନ୍ତଗତ ସାନପାଖନା ଗ୍ରାମପଂଚାୟତର ନିରଂଜନ ଗ୍ରାମରେ ରାଇରଙ୍ଗପୁର ବନଖଣ୍ଡର ଗୋରୁମହିଷାଣୀ, ଧଳାବେଡ଼ା ସେକ୍ସନ, ନିରଂଜନ ଗ୍ରାମବାସୀ ଓ ସମ୍ବାଦ ସାହିତ୍ୟଘର ପକ୍ଷରୁ ବୃକ୍ଷ ରୋପଣ କରାଯାଇଛି। ଗ୍ରାମର ନାଏକେ ବାବା ଶ୍ୟାମସୁନ୍ଦର ମୁର୍ମୁ ପ୍ରଥମେ ପୂଜାର୍ଚ୍ଚନା କରିବା ପରେ ବୃକ୍ଷ ରୋପଣ ଆରମ୍ଭ ହୋଇଥିଲା।

ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ୍ ଅର୍ନ୍ତଗତ ସାନପାଖନା ଗ୍ରାମପଂଚାୟତର ନିରଂଜନ ଗ୍ରାମରେ ରାଇରଙ୍ଗପୁର ବନଖଣ୍ଡର ଗୋରୁମହିଷାଣୀ, ଧଳାବେଡ଼ା ସେକ୍ସନ, ନିରଂଜନ ଗ୍ରାମବାସୀ ଓ ସମ୍ବାଦ ସାହିତ୍ୟଘର ପକ୍ଷରୁ ବୃକ୍ଷ ରୋପଣ କରାଯାଇଛି। ଗ୍ରାମର ନାଏକେ ବାବା ଶ୍ୟାମସୁନ୍ଦର ମୁର୍ମୁ ପ୍ରଥମେ ପୂଜାର୍ଚ୍ଚନା କରିବା ପରେ ବୃକ୍ଷ ରୋପଣ ଆରମ୍ଭ ହୋଇଥିଲା।

ଜାହିରାରେ ବିଭିନ୍ନ ପ୍ରକାରର ମୋଟ୍ ୧୫୫୦ଟି ଚାରା ରୋପଣ କରାଯାଇଛି। ବୃକ୍ଷରୋପଣ କାର୍ଯ୍ୟକ୍ରମରେ ରାଇରଙ୍ଗପୁର ସମ୍ବାଦର ଜିଲ୍ଲା ପ୍ରତିନିଧି ତଥା ସମ୍ବାଦ ସାହିତ୍ୟ ଘରର ସଭାପତି ତିମିର ରଂଜନ ପଣ୍ଡା, ସମ୍ପାଦକ ଦିଗାମ୍ବର ଗିର. ଉପସଭାପତି ବିଜୟ ରାମ, ସଂଯୋଜକ ତୁଷାର କାନ୍ତ ମହାନ୍ତଙ୍କ ସମେତ ନାଏ ଶ୍ୟାମ ସୁନ୍ଦର ମୁର୍ମୁ, ଭିକାରୀ ଚରଣ ଟୁଡୁ, ଶ୍ରୀଧର ନାଏକ, ଗୁରୁପ୍ରସାଦ ମୁର୍ମୁ, ଅର୍ଜୁନ ପ୍ରସାଦ ଟୁଡୁ, କାଳିଦାସ ମୁର୍ମୁ, ରାମଦାସ୍ ମୁର୍ମୁ, ଟଟଂ ନାଏକ, ରାଜେଶ ବେହେରା, ଟଟା ନାଏକ, ଚୈତନ ମାଝୀ, ଗଣେଶ ମାଝୀଙ୍କ ସମେତ ନିରଂଜନ ଗ୍ରାମର ଗ୍ରାମବାସୀ ଯୋଗ ଦେଇଥିଲେ। ତେବେ ଆଗାମୀ ଦିନରେ ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କରାଯିବ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe