Advertisment

ହରଭଙ୍ଗା ସମ୍ବାଦ- ସାହିତ୍ୟଘର ପକ୍ଷରୁ ବୃକ୍ଷରୋପଣ

Advertisment
ହରଭଙ୍ଗା ସମ୍ବାଦ- ସାହିତ୍ୟଘର ପକ୍ଷରୁ ବୃକ୍ଷରୋପଣ

ହରଭଙ୍ଗା : ହରଭଙ୍ଗା ବ୍ଲକ ‘ସମ୍ବାଦ- ସାହିତ୍ୟଘର’ ପକ୍ଷରୁ ବୁଧବାର ପୁରୁଣାକଟକ ଭୈରବୀ ଡିଗ୍ରି କଲେଜ ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଡିଗ୍ରି କଲେଜର ଅଧ୍ୟକ୍ଷ ପୂର୍ଣ୍ଣେନ୍ଦୁ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଶୁଭାରମ୍ଭ କରିଥିଲେ। ଭୈରବୀ କନିଷ୍ଠ କଲେଜର ଅଧ୍ୟକ୍ଷ ମନୋଜ ପାଠୀ, ଡିଗ୍ରି କଲେଜର ଅଧ୍ୟାପକ ଡ. ପ୍ରମୋଦ ମହାପାତ୍ର, ରମେଶ ଚନ୍ଦ୍ର ତାରେଣିଆ ଓ ସୁରେଶ୍ୱର ଯୋଶୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ହରଭଙ୍ଗା ବ୍ଲକ ସମ୍ବାଦ ସାହିତ୍ୟଘରର କର୍ମକର୍ତ୍ତା ନିର୍ମଳ ରଣା, ପ୍ରମୋଦିନୀ ବାଇ, ସନ୍ତୋଷ ନାୟକ, ସଞ୍ଜୀବ ସାହୁ, ଅନୀଲ ଦେହୁରୀ, ବନମାଳୀ ପ୍ରଧାନ, ରତ୍ନାକରଙ୍କ ସମେତ କଲେଜର ଛାତ୍ରଛାତ୍ରୀମାନେ ମିଶି ବୃକ୍ଷରୋପଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe