ନବରଙ୍ଗପୁର , ବଲାଙ୍ଗୀର ଓ ଢ଼େଙ୍କାନାଳ, ଭୁବନେଶ୍ବରରେ ବିଜେପି ଲୋକସଭା ପ୍ରାର୍ଥୀ ଆଗୁଆ

Advertisment
ପାକିସ୍ତାନରେ ଫଳାଫଳକୁ ନେଇ ଉତ୍କଣ୍ଠା

ଭୁବନେଶ୍ୱର : ଆଜି ସକାଳ ୮ଟା ବେଳେ ରାଜ୍ୟର ୬୩ଟି ଭୋଟ୍‌ ଗଣତି କେନ୍ଦ୍ରରେ ଗଣତି ଆରମ୍ଭ ହୋଇଛି।  ଓଡ଼ିଶାର ଟ୍ରେଣ୍ଡ ସାମ୍ନାକୁ ଆସିଛି । ଭୋଟ ଗଣତିକୁ ନେଇ ସାରା ରାଜ୍ୟରେ ସରଗରମ ସ୍ଥିତି ଉପୁଜିଛି। ମିଳିଥିବା ସୂଚନା ଅନୁଯାୟୀ ବିଜେପି ଲୋକସଭା ପ୍ରାର୍ଥୀ ବଳଭଦ୍ର  ମାଝି ନବରଙ୍ଗପୁରରେ  ଆଗୁଆ ଥିବା ବେଳେ ବଲାଙ୍ଗୀରରେ ବିଜେପି ପ୍ରାର୍ଥୀ ସଂଗୀତା  ସିଂହଦେଓ ଆଗୁଆ ଅଛନ୍ତି।  ଠିକ୍ ସେହିପରି ଢ଼େଙ୍କାନାଳରେ ବି.ଜେପି ପ୍ରାର୍ଥୀ ରୁଦ୍ର ନରାରାୟଣ ପାଣି , ଭୁବନେଶ୍ବରରେ  ଅପରାଜିତା ଷଡ଼ଙ୍ଗୀ ଆଗରେ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe