ରାଉରକେଲା: ରାଉରକେଲା ଏୟାର୍ ଷ୍ଟ୍ରିପ୍ରେ ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ। ମହିଳା ଜଣଙ୍କ ବିଶ୍ରାମ ନେଉଥିବା ବେଳେ ବିଶ୍ରାମ କକ୍ଷରେ ଏକ ପେଟ୍ରୋଲ ପମ୍ପର କର୍ମଚାରୀ ଦୁଷ୍କର୍ମ ଉଦ୍ୟମ କରିଥିଲେ। ଅଭିଯୁକ୍ତ ଇଣ୍ଡିଆନ ଅଏଲ କମ୍ପାନି ଫିଲିଂ ଷ୍ଟେସନର କର୍ମଚାରୀ ବୋଲି ଜଣାପଡ଼ିଛି। ଏନେଇ ଛେଣ୍ଡ ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରିବା ସହ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା ଜାରି ରଖିଛି।
ବିଶ୍ରାମ କକ୍ଷରେ ଆଦିବାସୀ ମହିଳା ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଅଟକ
Advertisment
Follow Us