ଟ୍ରକ ଓ ବୋଲେରୋ ମୁହାଁମୁହିଁଁ ଧକ୍କା, ୭ ଗୁରୁତର

ଟ୍ରକ ଓ ବୋଲେରୋ ମୁହାଁମୁହିଁଁ ଧକ୍କା, ୭ ଗୁରୁତର

କେସିଙ୍ଗା: ଆଜି ଭୋର ୩ଟା ସମୟରେ ଜାତୀୟ ରାଜପଥ ୨୬ କେସିଙ୍ଗା ରିଲାଏନ୍ସ ଟ୍ରେଣ୍ଡସ ଦୋକାନ ସାମ୍ନାରେ ଏକ ବୋଲେରୋ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ସାତ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଜଣେ ସଙ୍କଟାପନ୍ନ ଅବସ୍ଥାରେ ଥିବାବେଳେ ବଳକା ୬ ଜଣ ବି ଗୁରୁତର ଅଛନ୍ତି। ସମସ୍ତଙ୍କୁ ଉଦ୍ଧାର କରାଯାଇ କେସିଙ୍ଗା ହସ୍ପିଟାଲରେ ଚିକିତ୍ସା ପରେ ଭବାନୀପାଟଣା ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ଏମାନେ ଛତିଶଗଡ଼ ବସ୍ତରରୁ ହୀରାକୁଦ ବୁଲିବାକୁ ଯାଉଥିଲେ ବୋଲି ସୂଚନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe