ମୋଟରବାଇକକୁ ଧକ୍କା ଦେଇ ଓଲଟିଲା ହାଇୱା, ମୋଟରବାଇକ ଚାଳକ ଗୁରୁତର

Advertisment
ମୋଟରବାଇକକୁ ଧକ୍କା ଦେଇ ଓଲଟିଲା ହାଇୱା, ମୋଟରବାଇକ ଚାଳକ ଗୁରୁତର

ରାଉରକେଲା : ବନ୍ଧମୁଣ୍ଡା ଡି କ୍ୟାବିନ ନିକଟରେ ହାଇୱା ଧକ୍କାରେ ମୋଟରବାଇକ ଚାଳକ ଗୁରୁତର ଆହତ ହୋଇଛନ୍ତି। ବାଇକକୁ ଧକ୍କା ଦେବା ପରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ଵରେ ଓଲଟିପଡିଛି ହାଇୱା । ହାଇୱା ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡ଼ିଛି। ଗୁରୁତର ବାଇକ ଚାଳକଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କର ପରିଚୟ ମିଳିନାହିଁ। ବନ୍ଧମୁଣ୍ଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡି ଦୁଇଟି ଜବତ କରି ଘଟଣାର ତଦନ୍ତ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe