ଚୋରା ମାଙ୍କଡ଼ା ପଥର ବୋଝେଇ ଟ୍ରକ୍ ଜବତ

Advertisment
ଚୋରା ମାଙ୍କଡ଼ା ପଥର ବୋଝେଇ ଟ୍ରକ୍ ଜବତ

ନିରାକାରପୁର : ଗୁରୁବାର ଦିନ ନିରାକାରପୁର ପୁଲିସ ପକ୍ଷରୁ ଧରପଗଡ଼ବେଳେ ଲେଣ୍ଡୋ ପଞ୍ଚାୟତ -ଯାଜପୁର ରାସ୍ତାରୁ ଓଡି୦୨ଜି୪୦୩୨ ନମ୍ବର ବିଶିଷ୍ଟ ଚୋରା ମାଙ୍କଡ଼ା ପଥର ବୋଝେଇ ୪୦୭ ଟ୍ରକ୍‌କୁ ପୁଲିସ ଜବତ କରିଛି। ଜବତ ବେଳେ କୌଶଳକ୍ରମେ ଚାଳକ ଖସି ପଳାଇଯିବାକୁ ସକ୍ଷମ ହୋଇଛି। ଏନେଇ ନିରାକାରପୁର ପୁଲିସ ପକ୍ଷରୁ ୧୪୭/ ୨୩ରେ ଏକ ମାମଲା ରୁଜୁ କରାଯାଇଛି। ତଦନ୍ତ ଚାଲିଛି ଖୁବଶୀଘ୍ର ଚାଳକକୁ ଗିରଫ କରାଯିବ ବୋଲି ଥାନାଧିକାରୀଣୀ ଗୀତାଞ୍ଜଳି ନାୟକ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe