ଶାସଙ୍ଗ ଛକରୁ ଟ୍ରକ୍‌ ଚୋରି

Advertisment
ଶାସଙ୍ଗ ଛକରୁ ଟ୍ରକ୍‌ ଚୋରି

Vecteezy

ହାଟଡିହି : ଆନନ୍ଦପୁର-ଭଦ୍ରକ ରାସ୍ତାର ଶାସଙ୍ଗ ଛକରୁ ଏକ ଦଶଚକିଆ ଟ୍ରକ୍‌ ଚୋରି ହୋଇଛି। ଶାସଙ୍ଗ ଗ୍ରାମର ରଶ୍ମିରଞ୍ଜନ ନାୟକ ୨୭ ତାରିଖ ରାତି ୯ଟାବେଳେ ଶାସଙ୍ଗ ଛକରେ ଟ୍ରକ୍‌ ରଖି ଘରକୁ ପଳାଇଥିଲେ। ପରଦିନ ସକାଳୁ ଆସିଲାବେଳକୁ ଗାଡ଼ି ନଥିଲା। ଏନେଇ ସେ ଅନେକ ଖୋଜାଖୋଜି କରିବା ପରେ ଗତକାଲି ଏ ସମ୍ପର୍କରେ ନନ୍ଦିପଦା ଥାନାରେ ଅଭିଯୋଗ କରିଥିଲେ। ପୁଲିସ କେସ୍‌ ନମ୍ବର ୧୫୫/୨୦୨୦ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe