ସତ୍ୟର ଜୟ ହେବ: ପ୍ରଭାତ

ପ୍ରଭାତ ବିଶ୍ୱାଳଙ୍କୁ କୋର୍ଟରେ ହାଜର

ଭୁବନେଶ୍ୱର: ସ୍ୱତନ୍ତ୍ର ସିବିଆଇ କୋର୍ଟରେ ପ୍ରଭାତ ବିଶ୍ୱାଲ ହାଜର ହେବା ପରେ କହିଛନ୍ତି, ସତ୍ୟର ଜୟ ହେବ। ସିସୋର ଚିଟ୍‌ ଫଣ୍ଡ ଲିଙ୍କ ନେଇ କଟକ-ଚୌଦାର ବିଧାୟକ ପ୍ରଭାତ ବିଶ୍ୱାଲଙ୍କୁ ସୋମବାର ରାତିରେ ଗିରଫ ହେବା ପରେ ମଙ୍ଗଳବାର କୋର୍ଟରେ ହାଜର କରାଯାଇଥିଲା। ଚିଟ୍‌ ଫଣ୍ଡ ଦୁର୍ନୀତି ମାମଲା ସହିତ ଜଡ଼ିତ ଥିବା ନେଇ ବିଧାୟକ ଶ୍ରୀ ବିଶ୍ୱାଲଙ୍କୁ ସିବିଆଇ ଗିରଫ କରିଛି। ତାଙ୍କୁ ଗିରଫ କରାଯଦିବା ପଛରେ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ପ୍ରଭାତ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe