କେନ୍ଦୁଝର: ଘରେ ଶୋଇଥିବା ଝିଅକୁ କଚାଡ଼ି ମାରି ଦେଲା ଦନ୍ତାହାତୀ

Advertisment
ବାକରତୁଲା ଜଙ୍ଗଲରେ ଗର୍ଭବତୀ ହାତୀର ରହସ୍ୟଜନକ ମୃତ୍ୟୁ

କେନ୍ଦୁଝର: ଚମ୍ପୁଆ ରେଞ୍ଜ୍‌ ଅନ୍ତର୍ଗତ ମଲଦା ଗାଁରେ ଗତ ରାତିରେ ଘର ଭିତରେ ଶୋଇଥିବା ଜଣେ ଝିଅକୁ ଗୋଟାଏ ଦନ୍ତାହାତୀ କଚାଡ଼ି ମାରି ପକାଇଛି।

ମୃତ ସାତ ବର୍ଷୀୟ ବାଳିକା ହେଉଛନ୍ତି ବଜା ମୁଣ୍ଡାଙ୍କ ଝିଅ ସାନା ମୁଣ୍ଡା। ଗତରାତିରେ ସାନା ବାପାମାଆ ଓ ଭାଇଭଉଣୀଙ୍କ ସହ ଘରେ ଶୋଇଥିଲା। ରାତି ପ୍ରାୟ ଗୋଟାଏ ବେଳେ ଗୋଟାଏ ଗୋଠଛଡ଼ା ଦନ୍ତାହାତୀ ଘରର କବାଟ ଭାଙ୍ଗି ସାନାଙ୍କୁ ଉଠାଇ ନେଇ କଚାଡ଼ି ମାରି ପକାଇଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe