Twin Cities to shiver in winter for 7 days Photograph: (sambad.in)
ଭୁବନେଶ୍ୱର: ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଟୁଇନ୍ ସିଟି କଟକ ଏବଂ ଭୁବନେଶ୍ୱରର ରାତିର ସର୍ବନିମ୍ନ ତାପମାତ୍ରା ୧୧ ରୁ ୧୩ ଡିଗ୍ରି ସେଲସିୟସ ମଧ୍ୟରେ ରହିବ ବୋଲି ଆଇଏମଡି ପୂର୍ବାନୁମାନ କରିଛି।
ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର ପ୍ରମୁଖ ସହର ଭୁବନେଶ୍ୱର ଏବଂ କଟକର ରାତିର ସର୍ବନିମ୍ନ ତାପମାତ୍ରା ଯଥାକ୍ରମେ ୧୨.୩ ଡିଗ୍ରି ଏବଂ ୧୨.୪ ଡିଗ୍ରିକୁ ଖସି ଆସିଛି। ଆସନ୍ତା କିଛି ଦିନ ଧରି ଏଭଳି ସ୍ଥିତି ଦୁଇ ସହରରେ ଜାରି ରହିବ ବୋଲି ଆଶା କରାଯାଉଛି।
ଅଧିକ ପଢ଼ନ୍ତୁ: ବିସିସିଆଇ ବନାଇଥିବା ନିୟମ ଆଗରୁ ଥିଲା, ମଝିରେ ତାକୁ କିଏ ବଦଳାଇଲା ଯାଞ୍ଚ କର: ହରଭଜନ ସିଂହ
Follow Us