୨ ବଗି ଲାଇନ୍ ଚ୍ୟୁତ, ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ

୨ ବଗି ଲାଇନ୍ ଚ୍ୟୁତ, ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ

Odisha Bytes

ବ୍ରଜରାଜନଗର: ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ରେଳ ଷ୍ଟେସନ୍‌ରୁ ଇବ୍‌ବ୍ରିଜ ଭିତରେ ଥିବା ୟାର୍ଡରେ ଏକ ମାଲବାହୀ ଟ୍ରେନର ଶେଷ ଦୁଇଟି ବଗି ଲାଇନ ଚ୍ୟୁତ ହୋଇଥିଲା। ଫଳରେ ପ୍ରାୟ ୧ ଘଣ୍ଟା ମୁଖ୍ୟ ଲାଇନ୍‌ରେ ଯାତ୍ରୀବାହୀ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଥିବା ଷ୍ଟେସନ ମାଷ୍ଟର ଏ. ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଗୁରୁବାର ରାତି ୧୦ ଟାରେ ଏହି ଘଟଣା ଘଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe