ଗହୀରମଥା: ସମୁଦ୍ରକୁ ଗଲେ ୨ କୋଟି କଇଁଛ ଶାବକ

Advertisment
ଗହୀରମଥା: ସମୁଦ୍ରକୁ ଗଲେ ୨ କୋଟି କଇଁଛ ଶାବକ

Pinterest

ରାଜନଗର : ଦୀର୍ଘ ୬୦ ଦିନ ପରେ କଇଁଛ ଅନ୍ତୁଡିଶାଳ ଗହୀରମଥା ପୁଣି ଚଳଚଂଚଳ ହୋଇ ଉଠିଛି। ଲକ୍ଷାଧିକ ମା କଇଁଛ ଗହୀରମଥାର ଅଗରନାସୀ–୨ରେ ସମୂହ ଅଣ୍ତାଦାନ ପକ୍ରିୟା ଶେଷ କରିଥିଲେ। ମଙ୍ଗଳବାର, ବୁଧବାର, ଗୁରୁବାର ୩ଦିନ ଭିତରେ ୨ କୋଟି ୨୮ ଲକ୍ଷ ଶାବକ ଅଣ୍ତାରୁ ବାହାରି ସମୁଦ୍ର ଭିତରକୁ ଚାଲି ଯାଇଛନ୍ତି।

ଏହି ପ୍ରକ୍ରିୟା ଆଉ ଦୁଇ ଚାରିଦିନ ପର୍ଯ୍ୟନ୍ତ ଜାରି ରହିବ ବୋଲି ରାଜନଗର ଡିଏଫଓ ସୁଦର୍ଶନ ଗୋପିନାଥ ଯାଦବ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe