ଫନି ପାଇଁ ଦୁଇ ଦିନ ବନ୍ଦ ରହିବ ହାଇକୋର୍ଟ

Advertisment
ରାଜ୍ୟ ମାନବାଧିକାର କମିସନ ଅଧୢକ୍ଷ ନିଯୁକ୍ତି ପ୍ରସଂଗ: ହାଇକୋର୍ଟରେ ସରକାରଙ୍କ ସତ୍ୟପାଠ ଦାଖଲ

କଟକ: ସାମୁଦ୍ରିକ ଝଡ଼ ‘ଫନି’ ପାଇଁ ଆଗାମୀ ୨ ଦିନ ଯାଏଁ ହାଇକୋର୍ଟ ବନ୍ଦ ରହିବ। ହାଇକୋର୍ଟ ବନ୍ଦ ନେଇ ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ କଟକ ବାର ଆସୋସିଏସନ୍‌ ଏବଂ କ୍ରିମିନାଲ କୋର୍ଟ ବାର ଆସୋସିଏନ ପକ୍ଷରୁ ଅନୁରୋଧ କରାଯାଇଥିଲା। ବାର୍‌ ଆସୋସିଏସନର ଅନୁରୋଧ କ୍ରମେ ହାଇକୋର୍ଟ ୨ ଦିନ ଯଥାକ୍ରମେ ମେ’ ୨ ଓ ୩ ତାରିଖ ଛୁଟି ରହୁଥିବା ଜଣାପଡ଼ିଛି।
publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe