ସୂଚନା କମିସନର ଭାବେ ଶପଥ ନେଲେ ବରିଷ୍ଠ ସାମ୍ବାଦିକ ଦିଲୀପ ବିଶୋୟୀ ଓ ଆଇନଜୀବୀ ବିକ୍ରମ ସେନାପତି

Advertisment
ସୂଚନା କମିସନର ଭାବେ ଶପଥ ନେଲେ ବରିଷ୍ଠ ସାମ୍ବାଦିକ ଦିଲୀପ ବିଶୋୟୀ ଓ ଆଇନଜୀବୀ ବିକ୍ରମ ସେନାପତି

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ଦିଲୀପ ବିଶୋୟୀ ଓ ଆଇନଜୀବୀ ବିକ୍ରମ ସେନାପତି ସୂଚନା କମିସନର ଭାବେ ଆଜି ଶପଥ ନେଇଛନ୍ତି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଉଭୟଙ୍କୁ ଶପଥପାଠ କରାଇଛନ୍ତି । ସ୍ଥାନୀୟ ରାଜଭବନ ପରିସରରେ ଅନୁଷ୍ଠିତ ଉତ୍ସବରେ ଶ୍ରୀ ବିଶୋୟୀ ଓ ଶ୍ରୀ ସେନାପତି ସୂଚନା କମିସନର ଭାବେ ଶପଥଗ୍ରହଣ କରିବା ପରେ ରାଜ୍ୟ ସୂଚନା କମିସନରଙ୍କ ସଂଖ୍ୟା ୩କୁ ବୃଦ୍ଧି ପାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe