ହିଣ୍ଡାଲକୋରେ ବିସ୍ଫୋରଣ, ୨ ଗୁରୁତର

ହିଣ୍ଡାଲକୋରେ ବିସ୍ଫୋରଣ, ୨ ଗୁରୁତର

ହୀରାକୁଦ :ହିଣ୍ଡାଲକୋ ପର୍ଟରୁମ୍‌ରେ ଆଜି ବିସ୍ଫୋରଣ ଯୋଗୁଁ ୨ଜଣ ଠିକା ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ ପିକେ କନ୍‌ଷ୍ଟ୍ରକ୍ଟସନର ବାଳକୃଷ୍ଣ ଗୌଡ଼ ଓ ସାଇ କନ୍‌ଷ୍ଟକ୍ଟସନର ସୁଦାମ ଖମାରୀ। ସୁଦାମ ଖମାରୀଙ୍କ ଶରୀର ଅଧାରୁ ଅଧିକ ଅଂଶ ପୋଡ଼ି ଯାଇଛି। ୪ ନମ୍ବର ପର୍ଟଲାଇନ୍‌ରେ କାମ କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ସମ୍ଭବତଃ ସଟ୍‌ସର୍କିଟ ଯୋଗୁଁ ଏଭଳି ଦୁର୍ଘଟଣା ଘଟିଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe