୨ ନକ୍ସଲଙ୍କ ଆତ୍ମସମର୍ପଣ

Advertisment
୨ ନକ୍ସଲଙ୍କ ଆତ୍ମସମର୍ପଣ

ମାଲକାନଗିରି : ସୀମାନ୍ତ ଛତିଶଗଡର ଦନ୍ତେୱାଡା ପୋଲିସ ନିକଟରେ ଆଜି ଦୁଇ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତ। ଦନ୍ତେୱାଡା ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏସପି ଗୋରଖନାଥ ବାଘଲେଙ୍କ ସମ୍ମୁଖରେ ଏହି ନକ୍ସଲ ଦ୍ୱୟ ଆତ୍ମସମର୍ପଣ କରିଛନ୍ତି। ଏମାନେ ହେଲେ ନେଲୀ ରାମ କଶ୍ୟପ ଏବଂ ମୁନ୍ନା ଇସ୍ତା। ଏମାନେ ଦୁଇଟି ବନ୍ଧୁକ ଓ ଟିଫିନ ବୋମା ପୋଲିସକୁ ହସ୍ତାନ୍ତର କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe