ରାଉରକେଲା: କୋଭିଡ ନିୟମ ଉଲ୍ଲଂଘନ କରିବା ଦୁଇ ଚା’ ଦୋକାନିଙ୍କୁ ମହଙ୍ଗା ପଡ଼ିଛି। କଟକଣା ଅବମାନନା କରି ଚା’ ବିକ୍ରି କରୁଥିବା ଅଭିଯୋଗ ହେବାରେ ରାଉରକେଲା ମହାନଗର ନିଗମ(ଆର୍ଏମ୍ସି) ପକ୍ଷରୁ ଦୁଇ ଦୋକାନକୁ ସିଲ କରିଦିଆଯାଇଛି। ଉଦିତନଗର ମ୍ୟୁନିସିପାଲିଟି ଛକ ନିକଟରେ ଥିବା ଦୁଇଟି ଦୋକାନ ହେଲା ‘ତନ୍ଦୁରୀ ଟି’ ପଟସ୍ ଓ ‘ଚାଏ କୁଲାଡ୍ କାଫେ’। ମହାନଗର ନିଗମ କତ୍ତୃପକ୍ଷ ଓ ଉଦିତନଗର ଥାନା ଅଧିକାରୀଙ୍କ ଉପସ୍ଥିତିରେ ସିଲ୍ କରାଯାଇଛି।
କୋଭିଡ-୧୯ ନିୟମ ଉଲ୍ଲଂଘନ: ରାଉରକେଲାରେ ୨ ଚା’ ଦୋକାନ ସିଲ୍
Advertisment
Follow Us