ଯାତ୍ରୀ ନ ହେବାରୁ ଦୁଇ ଟ୍ରେନ୍‌ ବାତିଲ୍‌

Advertisment
ଆଉ ମାସେ ଚାଲିବ ପୁରୀ-ପାଟନା ବିଶେଷ ଟ୍ରେନ୍‌

Sambad

ଭୁବନେଶ୍ବର : ଯାତ୍ରୀ ହେଉ ନ ଥିବାରୁ ପୁଣି ଦୁଇଟି ଟ୍ରେନ୍‌କୁ ବାତିଲ୍‌ କରାଯାଇଛି। ଭୁବନେଶ୍ୱର - ବଲାଙ୍ଗୀର - ଭୁବନେଶ୍ୱର ବିଶେଷ ଟ୍ରେନ୍‌ (୦୮୪୯୩ / ୦୮୪୯୪) ଏବଂ ଭୁବନେଶ୍ୱର - କେନ୍ଦୁଝରଗଡ଼-ଭୁବନେଶ୍ୱର ବିଶେଷ ଟ୍ରେନ (୦୮୪୫୬/ ୦୮୪୫୫) ଜୁଲାଇ ୨୦ରୁ ଅଗଷ୍ଟ ୧ ପର୍ଯ୍ୟନ୍ତ ବାତିଲ୍‌ ରହିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe