ଗଡ଼ିଶାଗୋଦା : ଗୁରୁବାର ଦିନ କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ବିଶ୍ବେଶ୍ୱର ଟୁଡୁ କଣାସ ବ୍ଲକ୍ ଆଳିବାଡ଼ ପଞ୍ଚାୟତର କରମଳାସ୍ଥିତ ଅଭିରାମ ବିଦ୍ୟାପୀଠ ଓ ଠାକୁର ଅଭିରାମ ପରମହଂସଙ୍କ ଶାନ୍ତି ଆନନ୍ଦ ଆଶ୍ରମ ପରିଦର୍ଶନ କରିଛନ୍ତି। ତାଙ୍କ ସହିତ ସତ୍ୟବାଦୀ ପୂର୍ବତନ ବିଧାୟକ ରମାରଂଜନ ବଳିୟାରସିଂହ, ଶାନ୍ତି ଆନନ୍ଦ ଆଶ୍ରମ ମୁଖ୍ୟ ବାବାଜୀ ବନବିହାରୀ ଦାସ ମହାରାଜ, ପଞ୍ଚାୟତ ସମିତି ଅଧ୍ୟକ୍ଷା ପ୍ରଭାତୀ ରାଉତ, ଜିଲ୍ଲାପରିଷଦ ସଭ୍ୟ ଲତାମଣି ଜଗଦେବ, ସ୍ଥାନୀୟ ସରପଞ୍ଚ, ପ୍ରଧାନଶିକ୍ଷକ ସୁଶୀଲ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us