ଦିଲ୍ଲୀ ବିଶ୍ୱବିଦ୍ୟାଳୟ ୟୁଜି ଆବେଦନ ସମୟ ସୀମା ବଢ଼ିଲା

Advertisment
ଦିଲ୍ଲୀ ଓଡ଼ିଆ ଛାତ୍ର ସଂଗଠନ ପକ୍ଷରୁ ହେଲ୍ପ ଡେସ୍କ

The Asian Age

ଭୁବନେଶ୍ୱର : ଦିଲ୍ଲୀ ବିଶ୍ଵବିଦ୍ୟାଳୟରେ ୟୁଜି(ସ୍ନାତକ) ପାଠ୍ୟକ୍ରମରେ ନାମଲେଖା ପାଇଁ ଥିବା ସମୟ ସୀମାକୁ ବୃଦ୍ଧି କରାଯାଇଛି। ଅଗଷ୍ଟ ୩୧ ତାରିଖ ଆବେଦନ ଶେଷ ତାରିଖ ଥିଲା। ଯାହାକୁ ଏବେ ଆଉ ସାତ ଦିନ ଘୁଞ୍ଚାଇ ଦିଆଯାଇଛି। ତେଣୁ ଯୁକ୍ତ୨ କଳା ବିଭାଗର ଛାତ୍ରଛାତ୍ରୀ ବ୍ୟସ୍ତ ବିବ୍ରତ ନ ହେବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି। ଶ୍ରୀ ଦାଶ କହିଛନ୍ତି ଯେ କରୋନା ଯୋଗୁଁ ପରୀକ୍ଷା ଫଳ ପ୍ରକାଶରେ ସାମାନ୍ୟ ବିଳମ୍ବ ହୋଇଛି। ତେବେ ଛାତ୍ରଛାତ୍ରୀଙ୍କ ସ୍ଵାର୍ଥକୁ ଦୃଷ୍ଟିରେ ରଖି ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଫଳ ପ୍ରକାଶ କରାଯିବ। ଏଥିପାଇଁ ସମସ୍ତ ପ୍ରକ୍ରିୟା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe